E-shram କାର୍ଡ଼ କଣ,କେତେ ଟଙ୍କା ମିଳିବ।କେଉଁ ମାନେ ପାଇବେ। କଣ ଜରୁରୀ ଏହି କାର୍ଡ଼। 38 କୋଟି ଅସଙ୍ଗଠିତ ଶ୍ରମିକ E-SHRAM ଯୋଜନା ରୁ ଲାଭ ପାଇବେ। ଶ୍ରମିକ ମାନେ ଏହି ଯୋଜନା ରୁ ସିଧାସଳଖ ଅନେକ କେନ୍ଦ୍ରୀୟ କାମ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଲଭ ପାଇବେ । ଏପର୍ଯ୍ୟନ୍ତ ଦେଶରେ 3 କୋଟି ରୁ ଅଧିକ ଲୋକ ଏହି ଯୋଜନା ରେ ପଞ୍ଜିକରଣ ହୋଇସାରିଛନ୍ତି । 16 ବର୍ଷ ରୁ 60 ବର୍ଷ ରୁ କମ ସମସ୍ତ ନାଗରିକ ଏହି ଯୋଜନା ରେ ପଞ୍ଜିକରଣ କରିପାରିବେ। ଶ୍ରମିକ, ଚାଷୀମନେ ଜନସେବା କେନ୍ଦ୍ର ରେ ଆପଣଙ୍କ ଆଧାର ରୁ ପଞ୍ଜିକରଣ କରିବେ। ଏହି ଯୋଜନା ରେ ପଞ୍ଜିକୃତ ହେଲା ପରେ ଆପଣଂକୁ UAN ୟୁନିଭର୍ସାଲ କାର୍ଡ଼ ନମ୍ବର ମିଳିବ। ଏହି ଯୋଜନା ରୁ ପଞ୍ଜିକୃତ ବ୍ୟକ୍ତି ଯଦି ଦୁର୍ଘଟଣା କିମ୍ବା ବିକଳାଙ୍ଗ ହେଲେ 2 ଲକ୍ଷ ଟଙ୍କା ଏବଂ ଅଂଶିକ ବିକଳାଙ୍ଗ ହେଲେ 1 ଲକ୍ଷ ଟଙ୍କା ପାଇବେ। Odisha Tezz Gyaan Like ,share and follow.
Welcome to CricCommander All type of news,biography Cricket News,travel